Painting of Jyotiranjan Gudia

 Painting of Jyotiranjan Gudia




ଏଇ ଚିତ୍ରଟି ହେଉଛି Assam ରାଜ୍ୟର Molomi Langthasaଙ୍କର, ସେ 2014 ମସିହାରେ Bhubaneswarର Kalinga Institute of Social Sciences (KISS)ରେ +3 ପଢିବାକୁ ଆସିଥିଲେ । ସେ +3 ପଢିଲା ବେଳେ ମୋର ଭଲ ବନ୍ଧୁ ଥିଲେ । ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଭେଟ ହେବାକୁ ଗଲି ସେତେବେଳେ ତାଙ୍କର ଏଇ ଛବି ଆଙ୍କି ଦେଇଥିଲି । 

Post a Comment

0 Comments