Painting of Jyotiranjan Gudia
ଏହି ଚିତ୍ରଟି ହେଉଛି ମୋର ଜଣେ ଭଲ ବନ୍ଧୁ Molomi Langthasaଙ୍କର । ସେ Assam ରାଜ୍ୟରୁ ଆସି ଭୁବନେଶ୍ୱରର KISS collegeରେ ପାଠ ପଢୁଥିଲେ । ଯେତେବେଳେ ଆମର +3 ପାଠ ପଢା ଶେଷ ବର୍ଷ ଥିଲା ସେତେବେଳେ ମୋତେ ଦିନେ କହିଥିଲେ ମୋର ଗୋଟେ ଶାଢୀ ପିନ୍ଧା ଚିତ୍ର କରିଦେବ । ମୁଁ ଏଇ ଚିତ୍ରଟି ଆଙ୍କିବା ପାଇଁ ତିନି ମାସ ସମୟ ନେଇ ଧୀରେ ଧୀରେ ଶେଷ କରିଥିଲି ଓ +3ର ଶେଷ ବର୍ଷରେ ତାଙ୍କ ଜନ୍ମ ଦିନ ଉପଲକ୍ଷେ ଉପହାର ସୂରୁପ ତାଙ୍କୁ ଦେଇଥିଲି ।
0 Comments