![]() |
| The song “ବହି ମୋ ପ୍ରେମିକା” (Bahi Mo Premika) was written by Dr. Jyotiranjan Gudia in Chitrakonda on 27 October 2026, during Cyclone Arnab. |
ବହି ମୋ ପ୍ରେମିକା
ଡକ୍ଟର ଜ୍ୟୋତିରଞ୍ଜନ ଗୁଡିଆ
ବହି ମୋ ପ୍ରେମିକା
ଖାତା ମୋ ପ୍ରେମିକା
ବହି ମୋ ପ୍ରେମିକା
ଖାତା ମୋ ପ୍ରେମିକା
କଲମ ପ୍ରେମିକା
ପେନ୍ସିଲ୍ ପ୍ରେମିକା
ସେ ପ୍ରେମିକା ସବୁ
ଧୋକା ଦିଏ ନାହିଁ
ସେ ପ୍ରେମିକା ସବୁ
ଧୋକା ଦିଏ ନାହିଁ
ପାଏ ଭଲ ତାଙ୍କୁ
ମୁଁ ତ ଏକା,
ବହି ମୋ ପ୍ରେମିକା
ଖାତା ମୋ ପ୍ରେମିକା
କଲମ ପ୍ରେମିକା
ପେନ୍ସିଲ୍ ପ୍ରେମିକା ।
ନଈ ମୋ ପ୍ରେମିକା
ଝର ମୋ ପ୍ରେମିକା
ନଈ ମୋ ପ୍ରେମିକା
ଝର ମୋ ପ୍ରେମିକା
ଢେଉ ପ୍ରେମିକା
ସାଗର ପ୍ରେମିକା
ସେ ପ୍ରେମିକା ସବୁ
ଦୁଃଖ ଦିଏ ନାହିଁ
ସେ ପ୍ରେମିକା ସବୁ
ଦୁଃଖ ଦିଏ ନାହିଁ
ପାଏ ଭଲ ତାଙ୍କୁ
ମୁଁ ତ ଏକା,
ନଈ ମୋ ପ୍ରେମିକା
ଝର ମୋ ପ୍ରେମିକା
ଢେଉ ପ୍ରେମିକା
ସାଗର ପ୍ରେମିକା ।
ଜହ୍ନ ମୋ ପ୍ରେମିକା
ତାରା ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ତାରା ମୋ ପ୍ରେମିକା
ଜ୍ୟୋସ୍ନା ପ୍ରେମିକା
ପୁନେଇ ପ୍ରେମିକା
ସେ ପ୍ରେମିକା ସବୁ
ରାତି ଦିଏ ନାହିଁ
ସେ ପ୍ରେମିକା ସବୁ
ରାତି ଦିଏ ନାହିଁ
ପାଏ ଭଲ ତାଙ୍କୁ
ମୁଁ ତ ଏକା,
ଜହ୍ନ ମୋ ପ୍ରେମିକା
ତାରା ମୋ ପ୍ରେମିକା
ଜ୍ୟୋସ୍ନା ପ୍ରେମିକା
ପୁନେଇ ପ୍ରେମିକା ।
ବହି ମୋ ପ୍ରେମିକା
ଖାତା ମୋ ପ୍ରେମିକା
ବହି ମୋ ପ୍ରେମିକା
ଖାତା ମୋ ପ୍ରେମିକା
କଲମ ପ୍ରେମିକା
ପେନ୍ସିଲ୍ ପ୍ରେମିକା
ସେ ପ୍ରେମିକା ସବୁ
ଧୋକା ଦିଏ ନାହିଁ
ସେ ପ୍ରେମିକା ସବୁ
ଧୋକା ଦିଏ ନାହିଁ
ପାଏ ଭଲ ତାଙ୍କୁ
ମୁଁ ତ ଏକା,
ବହି ମୋ ପ୍ରେମିକା
ଖାତା ମୋ ପ୍ରେମିକା
କଲମ ପ୍ରେମିକା
ପେନ୍ସିଲ୍ ପ୍ରେମିକା ।
A Song Written by #DrJyotiranjanGudia #SocialReview
“Bahi Mo Premika” (ବହି ମୋ ପ୍ରେମିକା) is a heartfelt Odia song written by Dr. Jyotiranjan Gudia on 27 October 2026. The song expresses a deep emotional connection with books, presenting them as a beloved companion in life. Through this beautiful concept, the song celebrates the love of reading, the power of knowledge, and the special place books hold in the heart of a person who finds comfort, inspiration, and companionship in them. The idea for the song emerged while Dr. Gudia was staying in Chitrakonda, Malkangiri district, Odisha, during Cyclone Arnab, which was affecting the southern part of Odisha at the time. Amid the stormy atmosphere and the quiet moments of that day, he began writing the song, turning his thoughts and emotions into creative expression. Blending his original writing with the creative possibilities of Artificial Intelligence (AI), Dr. Gudia composed the song with AI assistance, bringing his words and imagination to life through music. Through “Bahi Mo Premika,” Dr. Jyotiranjan Gudia presents a unique idea: books are more than collections of pages; they can be our lifelong companions, guiding us through knowledge, imagination, emotions, and dreams. Song Details Song Title: ବହି ମୋ ପ୍ରେମିକା | Bahi Mo Premika Written by: Dr. Jyotiranjan Gudia Date of Writing: 27 October 2026 Location: Chitrakonda, Odisha Music Composition: Created with AI assistance: https://aimusicgen.ai/create Presented by: Social Review
https://medium.com/@gudiajyotiranjan/%E0%AC%AC%E0%AC%B9%E0%AC%BF-%E0%AC%AE%E0%AD%8B-%E0%AC%AA%E0%AD%8D%E0%AC%B0%E0%AD%87%E0%AC%AE%E0%AC%BF%E0%AC%95%E0%AC%BE-bahi-mo-premika-by-dr-jyotiranjan-gudia-bf8267f14992?postPublishedType=initial



0 Comments