When we were studying in school, we had to sing a song before the school ended. That song was-
ଆମେ ହସିଲେ ଦୁନିଆ ହସେ
ଆମେ ହସିଲେ ଦୁନିଆ ହସେ
ହସେ ଆକାଶ ସାରା
ହସି ଉଠଇ ବଉଦ ତଳୁ
ପୁଣି ଚାନ୍ଦକା ତାରା ।
ଲତା ଗହଳେ ଫୁଲଟି ହସେ
ହସେ ପରଜାପତି
ନୀଳ ଆକାଶେ ଚଢେଇ ହସେ
ଗାଇ ପବନ ଗୀତି
ସାଗର ହସେ ସୁରୁଜ ହସେ
ଶୁଖିଲା ମାଟି ହସେ
ହସି ହସିକା ଦୂର ଆକାଶୁ
ବରଷା କେତେ ଖସେ
ହୋ- ବରଷା କେତେ ଖସେ ।
0 Comments