Grand Welcome Ceremony for Dr. Jyotiranjan Gudia in His Native Village

Grand Welcome Ceremony for Dr. Jyotiranjan Gudia in His Native Village

Sambad:

Kudumulugumma, 29/10 (EMIS):

The residents of Muduliguda village under Rasbeda Panchayat in Khairaput block organized a grand welcome ceremony for Dr. Jyotiranjan Gudia, the pride and glory of the region, who recently earned his Doctorate degree. The villagers celebrated the return of their beloved son, Dr. Jyoti, who is regarded as the shining light of the Didayi tribal community. Accompanied by his father, Buda Gudia, his sister, and hundreds of villagers, he was welcomed with traditional rituals sandal paste, garlands, music, and fireworks before being taken in a procession to Nuaguda village. The event was attended by Khairaput Block Chairman Bighnaraj Kirshani, Didayi Community President Bansidhar Muduli, Zilla Parishad Member Bali Majhi, Sarpanch Mangala Madhi, teacher Umashankar Das, community leaders Sadhu Hantal, Bhagaban Sahu, and Lakshmidhar Majhi, among others. It is worth mentioning that Dr. Gudia comes from a Scheduled Tribe background. Despite belonging to a very poor family, his deep interest in education led him to pursue higher studies at Kalinga Institute of Social Sciences (KISS) University, Bhubaneswar. In his remarks, Dr. Jyoti said that in the coming days, he will continue to work for the educational upliftment of Didayi youth and strive to bring them into the mainstream of society.

 ସମ୍ବାଦ:

ଜ୍ୟୋତି ଗୁଡିଆଙ୍କୁ ନିଜ ଗାଁରେ ସ୍ଵାଗତ ସମ୍ବର୍ଦ୍ଧନା

କୁଡୁମୁଲୁଗୁମ୍ମା, 29/10(ଇମିସ): ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟର ମୁଦୁଲିଗୁଡା ଗ୍ରାମବାସୀଙ୍କ ପକ୍ଷରୁ ଏ ଅଞ୍ଚଳର ଗର୍ବ ଓ ଗୌରବ ମୁଦୁଲିଗୁଡା ମାଟିର ଜନ୍ମିତ ଓ ଡକ୍ଟରେଟ ଉପାଧିରେ ପାଇଥିବା ଜ୍ୟୋତିରଞ୍ଜନ ଗୁଡିଆଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି ଗାଁର ଗେହ୍ଲାପୁଅ ଦିଦାୟୀ ଜନଜାତିଙ୍କ ଅଶାର ଆଲୋକ ଜ୍ୟୋତିଙ୍କୁ ବାପା ବୁଦା ଗୁଡିଆଙ୍କ ସମେତ ତାଙ୍କ ଭଉଣୀ, ଶହ ଶହ ଗ୍ରାମବାସୀ ଚନ୍ଦନ ଲଗାଇ, ଫୁଲମାଳ ପିନ୍ଧାଇ ବାଜାବଜାଣା, ଆତସବାଜି ସହ ନୂଆଗୁଡା ଗାଁକୁ ପାଛୋଟି ନେଇଥିଲେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନରାଜ କିର୍ଷାନୀ, ଦିଦାୟୀ ସମାଜ ସଭାପତି ବଂଶୀଧର ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝି, ସରପଞ୍ଚ ମଙ୍ଗଳା ମାଢୀ, ଶିକ୍ଷକ ଉମାଶଙ୍କର ଦାସ, ସାଧୁ ହନ୍ତାଳ, ଭଗବାନ ସାହୁ, ଲକ୍ଷ୍ମୀଧର ମାଝି ପ୍ରମୁଖ ଉପସ୍ଥିତ ଥିଲେ ପ୍ରକାଶ ଥାଉକି, ଡଃ. ଗୁଡିଆ ଜଣେ ଜନଜାତି ବର୍ଗର ଯୁବକ । ଅତି ଗରିବ ପରିବାର ହୋଇ ମଧ୍ୟ ପାଠପଢାରେ ବିଶେଷ ଆଗ୍ରହ ଥିବାରୁ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କରିଛନ୍ତି ନିଜର ପ୍ରତିକ୍ରିୟାରେ ଡଃ. ଜ୍ୟୋତି କହିଛନ୍ତି, ଆଗାମୀ ଦିନରେ ଦିଦାୟୀ ସମ୍ପ୍ରଦାୟର ଯୁବକ ଶିକ୍ଷାର ଉନ୍ନତି ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅଧିକ ପ୍ରୟାସ ଜାରି ରଖିବେ   

 

Post a Comment

0 Comments